କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଅଙ୍ଗଡ଼ିଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ : କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କର ଆଜି କରୋନାରେ ପରଲୋକ ହୋଇଛି। ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। କୌଣସି କେନ୍ଦ୍ରମନ୍ତ୍ରୀଙ୍କର କରୋନାରେ ପରଲୋକ ହେବା ଏହା ପ୍ରଥମ ଘଟଣା। କେନ୍ଦ୍ରମନ୍ତ୍ରୀ ଅଙ୍ଗଡ଼ି ଗତ ସେପ୍‌ଟେମ୍ବର ୧୧ରେ କରୋନା ସଂକ୍ରମିତ ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ସଂକଟଜନକ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍‌ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ୪ ଜଣ ସାଂସଦଙ୍କର କରୋନାରେ ମୃତ୍ୟୁ ହୋଇଛି। … Continue reading କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଅଙ୍ଗଡ଼ିଙ୍କ କରୋନାରେ ପରଲୋକ